ଓଡ଼ିଆ ବ୍ଲଗ୍‍

ମୋ କଥା ସମୁଦ୍ରର କଥା(କେତେ ରଙ୍ଗ ସମୟର)
ତାରିଖ : ସେପ୍ଟେମ୍ବର ୧୮, ୨୦୨୫

ରାସ୍ତାରୁ ଏକ ବିରାଟ ପଟୁଆର, ଲମ୍ବା ନିଆଁ ହୁଳା ଓ ପତାକା ଧରି ଧାଡ଼ିବାନ୍ଧି ସେଇ କ୍ୟୁରେ ଚାଲିଛନ୍ତି । ରାସ୍ତା ଅବରୋଧ କରି ମାଡ଼ିଆସୁଛନ୍ତି । ସ୍ଲୋଗାନ । ସ୍ଲୋଗାନ ଭିତରେ ରାସ୍ତାର କ୍ଲାନ୍ତି ଭୁଲି ଯାଇଛନ୍ତି । ସେମାନଙ୍କର ବୋନସ୍‌ ଦରକାର । ମହଙ୍ଗାଭତ୍ତା ଓ ଘରଭଡ଼ା ଏବଂ ଚିକିତ୍ସାର ଆବଶ୍ୟକୀୟ ଅର୍ଥ ସରକାର ଦେବା ଉଚିତ୍‌ ।

 
ଲେଖକ- ଗୁରୁ ମହାନ୍ତି 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll