ରାସ୍ତାରୁ ଏକ ବିରାଟ ପଟୁଆର, ଲମ୍ବା ନିଆଁ ହୁଳା ଓ ପତାକା ଧରି ଧାଡ଼ିବାନ୍ଧି ସେଇ କ୍ୟୁରେ ଚାଲିଛନ୍ତି । ରାସ୍ତା ଅବରୋଧ କରି ମାଡ଼ିଆସୁଛନ୍ତି । ସ୍ଲୋଗାନ । ସ୍ଲୋଗାନ ଭିତରେ ରାସ୍ତାର କ୍ଲାନ୍ତି ଭୁଲି ଯାଇଛନ୍ତି । ସେମାନଙ୍କର ବୋନସ୍ ଦରକାର । ମହଙ୍ଗାଭତ୍ତା ଓ ଘରଭଡ଼ା ଏବଂ ଚିକିତ୍ସାର ଆବଶ୍ୟକୀୟ ଅର୍ଥ ସରକାର ଦେବା ଉଚିତ୍ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy