ଓଡ଼ିଆ ବ୍ଲଗ୍‍

ଅବ୍ୟାପାର
ତାରିଖ : ସେପ୍ଟେମ୍ବର ୧୭, ୨୦୨୫

ସୁଖର ଜୀବନ ଯେ ଅତି ଦୂରରେ କାଳିଲେସା ହେଲାଭଳି ଦିଶୁଥିବା ଅସ୍ପଷ୍ଟ ଗଛ ପରି ଆଶା ଦିଗ୍‍ବଳୟବି ଦେଖାଯାଉଥିଲା ତା’ ନୁହେଁ, ଫଳନ୍ତି ଗଛ ମୂଳେ ଛିଡ଼ାହୋଇ ହାତ ବଢ଼ାଇଲେହିଁ ଫଳ ଆଗ ହାତକୁ ଆସିଯାନ୍ତା ଓ ଖାଇବାହିଁ ଯାହା ପରିଶ୍ରମ–ଏହି ଅବସ୍ଥାରେ ମୁଁ ସେ ଗଛ ଛାଡ଼ି ଦେଇଛି-। ଚାରିଆଡ଼େ ନିରାହାରଙ୍କ ହାହାକାର–ଓ ହାହାକାରରେ ସାନ୍ତ୍ୱନା ମିଳୁଛି, ଅନ୍ୟ ବାଟରେ ଅଭ୍ୟସ୍ତ ହେବାପାଇଁ ଉପଦେଶ । 

 
ଲେଖକ- ଡକ୍ଟର ଶ୍ରୀ ହରେକୃଷ୍ଣ ମହତାବ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll