ଓଡ଼ିଆ ବ୍ଲଗ୍‍

ରାହୁର ଛାୟା
ତାରିଖ : ସେପ୍ଟେମ୍ବର ୨୪, ୨୦୨୫

ବୁଢ଼ା ତେନ୍ତୁଳିଗଛର ସବା ଆଗରେ ବସିଯାଇଛନ୍ତି ଧଳାବଗ ଧାଡ଼ିକି ଧାଡ଼ି । ଓଃ, କେତେ ବଗ । କେଡ଼େ ଧଳା । ମୁହଁଟିମାନ ଉପରକୁ, ହଲ ନାହିଁ ଚଲ ନାହିଁ । ମନେ ପଡ଼ନ୍ତି ପୁରୋହିତ ଆପଣେ । ତା’ପରେ ମନେପଡ଼େ ଖଇ, କାକୁଡ଼ି । ଆମ୍ବଗଛରୁ ଆମ୍ବଗଛ କୁଦା ମାରି ମାଙ୍କଡ଼ ଖଖଃଖେଁ–ହୁଂ–ହାଂ–କେଡ଼େ ଲମ୍ବା ହୋଇ ଓହଳିଛି ବୁଢ଼ାଗେଧର ଲାଙ୍ଗୁଡ଼ । ସେପାଖେ ଖେତରେ ଦିଶୁଛି ଭୋଦେଇ ଧାନ ହଳଦି ଗରଗର । ପ୍ରଜାପତି ଉଡ଼ୁଛନ୍ତି । ଓଃ, କେତେ ! ତା’ ତଳେ କଅଁଳା ବାଛୁରୀ ପରି କୁଦା ମାରି ବୁଲୁଛି ଝିଅଟା ।

 

ଲେଖକ- ଶ୍ରୀ ଗୋପୀନାଥ ମହାନ୍ତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୫୫










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll