ଓଡ଼ିଆ ବ୍ଲଗ୍‍

ବସୁଧା
ତାରିଖ : ସେପ୍ଟେମ୍ବର ୧୧, ୨୦୨୫

ଚମକି ପଡ଼ିଲେ ରାଜଗୁରୁ ଚାରିପଟରେ ଅପୂର୍ବ ବାସ୍ନା । ଏ ତ ଶ୍ରୀ ମନ୍ଦିରର ବାସ୍ନା । ବଡ଼ଠାକୁର ଚାଲିଗଲାବେଳେ ତ ଭାସି ଆସେ ଏଇ ବାସ୍ନା । ଚିନ୍ତା କରୁଥିଲେ “ଠାକୁର ଦୃଶ୍ୟ ପୁଣି ଅଦୃଶ୍ୟ’’ । ସେ ଏକ ଅନୁଭବ । ସେ ବିଦ୍ୟମାନ ମାଟିରେ, ପାଣିରେ, ପବନରେ ଆଉ ଏଇ ମାଟିର ପିଣ୍ଡରେ ଆତ୍ମା ରୂପରେ ସବୁରି ପ୍ରାଣୀର ଦେହରେ । ଏ ଦେହ ରଥରେ ସେ ସଦା ଆସୀନ । ଏଇ ଦେହ ତାଳଧ୍ଵଜ, ନନ୍ଦିଘୋଷ, ଆଉ ଦର୍ପଦଳନ ରଥର ପ୍ରତୀକ । 


ବହି - ବସୁଧା
ଲେଖକ - ଚୌଧୁରୀ ବରଦାପ୍ରସନ୍ନ ଦାସ
https://ova.gov.in/de/ReadEbooks?bid=k8Mdt1A3waw=










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll