ଓଡ଼ିଆ ବ୍ଲଗ୍‍

ଅବ୍ୟାପାର
ତାରିଖ : ସେପ୍ଟେମ୍ବର ୧୮, ୨୦୨୫

ଏକ ପ୍ରବଳ ଜାତୀୟତାର ସ୍ରୋତ ଓତପ୍ରୋତ ହୋଇ ଯଦି ଏ ଦେଶରେ ବହିବ ତେବେ ସେ ସମସ୍ୟାର ସମାଧାନ ହେବ । ସେଥିପାଇଁ ବହୁଲୋକ ଜୀବନ ଦେଇ କାମ କରିବାକୁ ହେବ । କାମ ହେଉଛି, ନିଃସ୍ୱାର୍ଥ ଜନସେବା । ଯେ ଯେତିକି ଯେଉଁ ଦିଗରେ ପାରୁଛି, ସେ ସେତିକି ସେ ଦିଗରେ କରୁ । ସମସ୍ତ କାମର ସମବେତ ଫଳ ଦିନେ ଏ ଦେଶକୁ ବାଟକୁ ଆଣିବ ।

 
ଲେଖକ- ଡକ୍ଟର ଶ୍ରୀ ହରେକୃଷ୍ଣ ମହତାବ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll