Odia Blog

ଅବ୍ୟାପାର
Date : September 18, 2025

ଏକ ପ୍ରବଳ ଜାତୀୟତାର ସ୍ରୋତ ଓତପ୍ରୋତ ହୋଇ ଯଦି ଏ ଦେଶରେ ବହିବ ତେବେ ସେ ସମସ୍ୟାର ସମାଧାନ ହେବ । ସେଥିପାଇଁ ବହୁଲୋକ ଜୀବନ ଦେଇ କାମ କରିବାକୁ ହେବ । କାମ ହେଉଛି, ନିଃସ୍ୱାର୍ଥ ଜନସେବା । ଯେ ଯେତିକି ଯେଉଁ ଦିଗରେ ପାରୁଛି, ସେ ସେତିକି ସେ ଦିଗରେ କରୁ । ସମସ୍ତ କାମର ସମବେତ ଫଳ ଦିନେ ଏ ଦେଶକୁ ବାଟକୁ ଆଣିବ ।

 
ଲେଖକ- ଡକ୍ଟର ଶ୍ରୀ ହରେକୃଷ୍ଣ ମହତାବ 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll