ଦିନେ ଶେଷର ପିଙ୍ଗଳା ଖରା କ୍ରମେ ବିବର୍ଣ୍ଣ ହୋଇ ଆସୁଥିଲା । ରବି ବାସରୀୟ ଅଳସ ଅପରାହ୍ନ କ୍ରମେ ସରି ସରି ଆସୁଥିଲା । ସଞ୍ଜୟ ଆଜି ଫାଇଲ୍ ଛୁଇଁନି । ଛୁଟି ଦିନଟା ପୂର୍ଣ୍ଣ ଉପଭୋଗ କରିବା ପାଇଁ ଦୁହେଁ ଦୁହିଁଙ୍କ ଭିତରେ ନିଜକୁ ହଜାଇ ଦେଇଥିଲେ । ସମସ୍ତ ଦିନଟା ଆଜି ନିଭୃତ ଗୁଞ୍ଜନରେ ବିତିଛି । ଦୁଇ ଜଣଙ୍କର ସଂସାରରେ ତୃତୀୟର ଆବିର୍ଭାବ ସଂବାଦରେ ବିଭୋର ହୋଇପଡ଼ିଥିଲେ ସେ ଦୁହେଁ ।
ଲେଖକ- ସ୍ନେହଲତା ଦାସ ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: 20
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ