Odia Blog

ଟିକିଏ ଛାଇ କେତେ ଖରା
Date : December 31, 2025

ଦିନେ ଶେଷର ପିଙ୍ଗଳା ଖରା କ୍ରମେ ବିବର୍ଣ୍ଣ ହୋଇ ଆସୁଥିଲା । ରବି ବାସରୀୟ ଅଳସ ଅପରାହ୍ନ କ୍ରମେ ସରି ସରି ଆସୁଥିଲା । ସଞ୍ଜୟ ଆଜି ଫାଇଲ୍‌ ଛୁଇଁନି । ଛୁଟି ଦିନଟା ପୂର୍ଣ୍ଣ ଉପଭୋଗ କରିବା ପାଇଁ ଦୁହେଁ ଦୁହିଁଙ୍କ ଭିତରେ ନିଜକୁ ହଜାଇ ଦେଇଥିଲେ । ସମସ୍ତ ଦିନଟା ଆଜି ନିଭୃତ ଗୁଞ୍ଜନରେ ବିତିଛି । ଦୁଇ ଜଣଙ୍କର ସଂସାରରେ ତୃତୀୟର ଆବିର୍ଭାବ ସଂବାଦରେ ବିଭୋର ହୋଇପଡ଼ିଥିଲେ ସେ ଦୁହେଁ ।

ଲେଖକ- ସ୍ନେହଲତା ଦାସ
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 20










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll