ଓଡ଼ିଆ ବ୍ଲଗ୍‍

ମୁଁ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ମୁଁ ଶୃଙ୍ଖଳିତ । କିନ୍ତୁ ଶୃଙ୍ଖଳାରେ ଭରା ମୋର ମନ,ହୃଦୟ ଓ କର୍ମର ପ୍ରେରଣା । ଏ ଶୃଙ୍ଖଳାରେ ବିଶୃଙ୍ଖଳା ସୃଷ୍ଟି କରିଚାଲିଛ ତମେମାନେ, ହେ ମୋର ପ୍ରିୟ ଦେଶବାସୀ । ତମେ ମୋତେ ବାନ୍ଧି ରଖିବାକୁ ଚାହଁ । ମୋ ହାତ ଗୋଡ଼ରେ ବେଡ଼ି ପିନ୍ଧାଇବାକୁ ଚାହଁ । କାରଣ ମୁଁ ‘ମୁକ୍ତି’କୁ ଭଲପାଏ-ସ୍ୱାଧୀନ ଚିନ୍ତାର ସମର୍ଥକ, ଅନୁଶାସିତ ମନର ପୃଷ୍ଠପୋଷକ । ମୁଁ ଶାସିତ ହେବାକୁ ଚାହେଁ, କିନ୍ତୁ ଦୁଃଶାସନ ଦ୍ୱାରା ନୁହେଁ । ମୁଁ ଶୃଙ୍ଖଳିତ ହେବାକୁ ଚାହେଁ କିନ୍ତୁ ବିଶୃଙ୍ଖଳା ଦ୍ୱାରା ନୁହେଁ ।
 

ଲେଖକ– ଡକ୍ଟର ଭାବଗ୍ରାହୀ ମିଶ୍ର
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll