ଓଡ଼ିଆ ବ୍ଲଗ୍‍

ଆମ ଗାଆଁ କାଶୀପୁର
ତାରିଖ : ସେପ୍ଟେମ୍ବର ୮, ୨୦୨୫

ସମାଜର ପରିବର୍ତ୍ତନ କଥା ଆମେ ସମସ୍ତେ କହୁଛେ । ଏହା ଏକ ଗଭୀର ପ୍ରଶ୍ନ ବୋଲି ମଧ୍ୟ, ବିଚାର କରୁଛେ । ସମାଜ ପରିବର୍ତ୍ତନ ପଦ୍ଧତି ପର୍ବତାରୋହଣ ପଦ୍ଧତି ସହ ତୁଳନୀୟ । ଏଥିପାଇଁ ଭଲପାଇବା, ସଂଯମ ଓ ସହନଶୀଳତାର ଅପରିମିତ ଶକ୍ତି ଆବଶ୍ୟକ । ଯାହା ପାଖରେ ଏହାର ଅଭାବ ରହିଛି ସେ କେବେହେଲେ ସମାଜ ପରିବର୍ତ୍ତନ ପାଇଁ ଯୋଗ୍ୟ ବ୍ୟକ୍ତି ନୁହେଁ । ବର୍ତ୍ତମାନ ସମୟ ଆସିଛି ଆମେ ସମସ୍ତେ ନିଜକୁ ପ୍ରସ୍ତୁତ କରିବା ଖାଲି ସମାଜ ପରିବର୍ତ୍ତନ ପାଇଁ ନୁହେଁ, ଏକ ବିକଳ୍ପ ସଂସ୍କୃତି, ଇତିହାସ ଓ ଜିଜ୍ଞାସାର ନବନିର୍ମାଣ ପାଇଁ ।

 
ଲେଖକ- ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll