ଓଡ଼ିଆ ବ୍ଲଗ୍‍

ଏଇ ମୋ ଦେଶ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଯେଉଁ ଲୋକ ଖଣ୍ଡେ ଭଲ ଲୁଗା ପିନ୍ଧେ, ସମସ୍ତଙ୍କର ଆଖି ତା’ରି ଉପରେ ପଡ଼େ । ବଗିଚା ଭିତରେ ସବୁଠାରୁ ସୁନ୍ଦର ଫୁଲ ଆଡ଼କୁ ଆଖି ବଳେ ବଳେ ଚାଲିଯାଏ । ରାତିରେ ଆକାଶରେ ଲକ୍ଷ ଲକ୍ଷ ତରା ବିଛାଇ ହୋଇ ପଡ଼ନ୍ତି, ମାତ୍ର ଆଖିଟା ହଠାତ୍‍ ପଡ଼ିଯାଏ ସେଇ ଜହ୍ନ ଉପରେ । ଏ ହେଲା ଦୁନିଆର ନିୟମ । ଯିଏ ସବୁଠାରୁ ବେଶୀ ସୁନ୍ଦର, ତାରି ଉପରେ ସମସ୍ତଙ୍କର ଲୋଭ ଆଖି ପଡ଼େ ।

ଲେଖକ- ଚିତ୍ତରଞ୍ଜନ ଦାସ
ଅଧିକ ଜାଣନ୍ତୁ...









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll