Odia Blog

ଏଇ ମୋ ଦେଶ
Date : September 10, 2025

ଯେଉଁ ଲୋକ ଖଣ୍ଡେ ଭଲ ଲୁଗା ପିନ୍ଧେ, ସମସ୍ତଙ୍କର ଆଖି ତା’ରି ଉପରେ ପଡ଼େ । ବଗିଚା ଭିତରେ ସବୁଠାରୁ ସୁନ୍ଦର ଫୁଲ ଆଡ଼କୁ ଆଖି ବଳେ ବଳେ ଚାଲିଯାଏ । ରାତିରେ ଆକାଶରେ ଲକ୍ଷ ଲକ୍ଷ ତରା ବିଛାଇ ହୋଇ ପଡ଼ନ୍ତି, ମାତ୍ର ଆଖିଟା ହଠାତ୍‍ ପଡ଼ିଯାଏ ସେଇ ଜହ୍ନ ଉପରେ । ଏ ହେଲା ଦୁନିଆର ନିୟମ । ଯିଏ ସବୁଠାରୁ ବେଶୀ ସୁନ୍ଦର, ତାରି ଉପରେ ସମସ୍ତଙ୍କର ଲୋଭ ଆଖି ପଡ଼େ ।

ଲେଖକ- ଚିତ୍ତରଞ୍ଜନ ଦାସ
ଅଧିକ ଜାଣନ୍ତୁ...









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll