ଓଡ଼ିଆ ବ୍ଲଗ୍‍

ମୁକ୍ତିମନ୍ତ୍ର
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଆକାଶରେ ଭାସୁଥିବା ମେଘ ଚେନାଏ ଦିନେ ନା ଦିନେ ବର୍ଷିବ ଏଇ ଆଶା ଶକ୍ତି ଦିଏ ସମସ୍ତଙ୍କୁ ସବୁ ସମସ୍ୟାର ସମାଧାନ କରିବା ପାଇଁ । ସବୁ ଦୁଃଖ କଷ୍ଟ ସହିଯିବା ପାଇଁ । ବଞ୍ଚିତର ଦୁଃଖଗୁଡ଼ା ଠିକ୍ ଏଇ ଶୀତଦିନର କଷଣ ପରି । କିଛି ପ୍ରତିକାର ନାହିଁ, କେବଳ ସହିଯିବାକୁ ହୁଏ । ସେଥିପାଇଁ ବୋଧହୁଏ ଭାଗବତରେ ଅଛି– ‘‘କର୍ମ କଷଣ ଦେବ ସହେ, ଅରଣ୍ୟେ ଅଜଗର ପ୍ରାୟେ ।’’ 
 

ଲେଖକ-  ସାତକଡ଼ି ହୋତା 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll