ଓଡ଼ିଆ ବ୍ଲଗ୍‍

ଓଡ଼ିଶାରେ ଦୁର୍ଭିକ୍ଷ ଓ ବନ୍ୟା
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଓଡ଼ିଆ କୃଷକ ଏତେ ଗରିବ ଯେ ଯାହା କିଛି ରୋଜଗାର କରେ, ସେଥିରୁ କିଛି ବଞ୍ଚାଇ ରଖି ପାରେ ନାହିଁ । କ୍ଷେତରୁ ତା’ର ଯାହା ଆୟ ହୁଏ, ତାହା ବ୍ୟୟପାଇଁ ଅନେକ ସମୟରେ ନିଅଣ୍ଟ ପଡ଼େ । ଭବିଷ୍ୟତ୍‍ ପାଇଁ କିଛି ସଞ୍ଚୟ କରି ରଖିବା ତା’ ପକ୍ଷରେ ଏକାନ୍ତ ଅସମ୍ଭବ । ସେହି ହେତୁ ଯେତେବେଳେ ଫସଲ ଅବସ୍ଥା ଖରାପ ହୋଇଯାଏ, ତା’ର ପ୍ରତିକାର କିମ୍ବା ଆଉ ବର୍ଷକର ଭରଣପୋଷଣ ପାଇଁ ତା’ ପାଖରେ କିଛି ଗଛିତ ନ ଥାଏ । ଫସଲ ନଷ୍ଟ ହେଲାମାତ୍ରେ ଦୁର୍ଭିକ୍ଷ ଦେଖାଦିଏ ଏବଂ ଅନ୍ନ ନ ପାଇ ନିରୁପାୟ ହୋଇ ଲୋକେ ମୃତ୍ୟୁ ମୁଖରେ ପତିତ ହୁଅନ୍ତି ।

 
ଲେଖକ-  ଶ୍ରୀ ସୁର୍ଯ୍ୟନାରାୟଣ ଦାଶ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll