ଓଡ଼ିଆ ବ୍ଲଗ୍‍

ଦଗ୍ଧ ଦାମ୍ପତ୍ୟ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ସେ ମୋ ଆଖିର ଲୁହ ଦେଖିଲେ ତା’ର ଛୋଟ ପ୍ରାଣଟି ନୈରାଶ୍ୟରେ ଚହଲାଇ ଦିଏ ମୋ’ପାଇଁ । ମୁଁ ବୁଝିପାରେନା । ସନ୍ଦେହରେ ମୋ ଆଖି ଦୁଇଟା ତା’ ଆଖିକୁ ବାରମ୍ୱାର ଚାହେଁ । ମୋ ଆଖିର ଲୁହ କ’ଣ ମନାକରିଦିଏ ତାକୁ । କିଛି ନ କହି ସେ ଚାଲିଯାଏ । ଜାଣେନା ଗଲାବେଳେ ସେ କ’ଣ ପାଇଁ ମୋତେ ବାରମ୍ୱାର ଚାହେଁ ?

 
ଲେଖକ- ବିପିନ୍ ଗୋସ୍ୱାମୀ 
ଅଧିକ ଜାଣନ୍ତୁ...









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll