Odia Blog

ଦଗ୍ଧ ଦାମ୍ପତ୍ୟ
Date : September 10, 2025

ସେ ମୋ ଆଖିର ଲୁହ ଦେଖିଲେ ତା’ର ଛୋଟ ପ୍ରାଣଟି ନୈରାଶ୍ୟରେ ଚହଲାଇ ଦିଏ ମୋ’ପାଇଁ । ମୁଁ ବୁଝିପାରେନା । ସନ୍ଦେହରେ ମୋ ଆଖି ଦୁଇଟା ତା’ ଆଖିକୁ ବାରମ୍ୱାର ଚାହେଁ । ମୋ ଆଖିର ଲୁହ କ’ଣ ମନାକରିଦିଏ ତାକୁ । କିଛି ନ କହି ସେ ଚାଲିଯାଏ । ଜାଣେନା ଗଲାବେଳେ ସେ କ’ଣ ପାଇଁ ମୋତେ ବାରମ୍ୱାର ଚାହେଁ ?

 
ଲେଖକ- ବିପିନ୍ ଗୋସ୍ୱାମୀ 
ଅଧିକ ଜାଣନ୍ତୁ...









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll