ଓଡ଼ିଆ ବ୍ଲଗ୍‍

କଥା ବିଚିତ୍ରା
ତାରିଖ : ସେପ୍ଟେମ୍ବର ୧୮, ୨୦୨୫

ମୋରି ଭଗବାନଙ୍କ ନାମ ଉଚ୍ଚାରଣ କଲେ ହିଁ ମୋ ଆଖିରୁ ଲୁହ ଝରେ । ତାଙ୍କ ନାମ କୀର୍ତ୍ତନ କରିବାରେ ମୋର ଯେ କି ଆନନ୍ଦ, ସେ କଥା ମୋ ଆଖିର ଲୁହଧାର ହିଁ କହିବ । ଏ ଲୁହ ଦୁଃଖର ନୁହେଁ, ଆନନ୍ଦର ।

ମୁଁ ଈଶ୍ଵରଙ୍କୁ କି ପରମେଶ୍ଵରଙ୍କୁ କେବେ ଦେଖି ନାହିଁ । ତେବେ କର୍ବେଟ୍ ସାହେବଙ୍କୁ ଦେଖି ଓ ତାଙ୍କ କଥା ଶୁଣି ମନେ ହେଲା, କର୍ବେଟ୍ ସାହେବ ହିଁ ଈଶ୍ଵର । କାରଣ ଈଶ୍ଵର ନ ହେଲେ ମଣିଷ ଏତେ ନିଃସ୍ଵାର୍ଥପର ଓ ନିର୍ବାକାର ଭାବରେ ଏମିତି କାମ କରି ପାରନ୍ତେ ନାହିଁ ।

 
ଲେଖକ- ଭାଗୀରଥି ନେପାକ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll