ମୋରି ଭଗବାନଙ୍କ ନାମ ଉଚ୍ଚାରଣ କଲେ ହିଁ ମୋ ଆଖିରୁ ଲୁହ ଝରେ । ତାଙ୍କ ନାମ କୀର୍ତ୍ତନ କରିବାରେ ମୋର ଯେ କି ଆନନ୍ଦ, ସେ କଥା ମୋ ଆଖିର ଲୁହଧାର ହିଁ କହିବ । ଏ ଲୁହ ଦୁଃଖର ନୁହେଁ, ଆନନ୍ଦର ।
ମୁଁ ଈଶ୍ଵରଙ୍କୁ କି ପରମେଶ୍ଵରଙ୍କୁ କେବେ ଦେଖି ନାହିଁ । ତେବେ କର୍ବେଟ୍ ସାହେବଙ୍କୁ ଦେଖି ଓ ତାଙ୍କ କଥା ଶୁଣି ମନେ ହେଲା, କର୍ବେଟ୍ ସାହେବ ହିଁ ଈଶ୍ଵର । କାରଣ ଈଶ୍ଵର ନ ହେଲେ ମଣିଷ ଏତେ ନିଃସ୍ଵାର୍ଥପର ଓ ନିର୍ବାକାର ଭାବରେ ଏମିତି କାମ କରି ପାରନ୍ତେ ନାହିଁ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy