ଓଡ଼ିଆ ବ୍ଲଗ୍‍

ମାଂସର କୋଣାର୍କ
ତାରିଖ : ସେପ୍ଟେମ୍ବର ୨୦, ୨୦୨୫

ଅଞ୍ଜନେପ୍‍ପାଙ୍କ ମୁହଁର ରେଖା ସବୁ କଠୋର ହୋଇଉଠିଲା । ମୁଁ ଅପେକ୍ଷା କରିଥିଲି ତାଙ୍କଠାରୁ ଗୋଟାଏ ବିସ୍ଫୋରଣ । ସେ କିନ୍ତୁ କଣ୍ଠସ୍ଵର ଯଥାସମ୍ଭବ କୋମଳ କରି କହିଲେ “ଆମେ ଅତୀତକୁ ଶ୍ରଦ୍ଧା କରୁ, ଆମର ଶୈଶବ ପରି’–କାରଣ ତାହା ଆଉ ଫେରିବାର ନୁହେଁ । ତା’ର ନେପଥ୍ୟରେ ଥାଇପାରେ, ବହୁ ଲହୁ ଆଉ ଲୁହ, ମାତ୍ର ବର୍ତ୍ତମାନରେ ସେସବୁ ପରିଣତ ହୋଇଛି ସୌନ୍ଦର୍ଯ୍ୟରେ ।”

 

ଲେଖକ- ସୁରେନ୍ଦ୍ର ମହାନ୍ତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୬୮










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll