ଅଞ୍ଜନେପ୍ପାଙ୍କ ମୁହଁର ରେଖା ସବୁ କଠୋର ହୋଇଉଠିଲା । ମୁଁ ଅପେକ୍ଷା କରିଥିଲି ତାଙ୍କଠାରୁ ଗୋଟାଏ ବିସ୍ଫୋରଣ । ସେ କିନ୍ତୁ କଣ୍ଠସ୍ଵର ଯଥାସମ୍ଭବ କୋମଳ କରି କହିଲେ “ଆମେ ଅତୀତକୁ ଶ୍ରଦ୍ଧା କରୁ, ଆମର ଶୈଶବ ପରି’–କାରଣ ତାହା ଆଉ ଫେରିବାର ନୁହେଁ । ତା’ର ନେପଥ୍ୟରେ ଥାଇପାରେ, ବହୁ ଲହୁ ଆଉ ଲୁହ, ମାତ୍ର ବର୍ତ୍ତମାନରେ ସେସବୁ ପରିଣତ ହୋଇଛି ସୌନ୍ଦର୍ଯ୍ୟରେ ।”
ଲେଖକ- ସୁରେନ୍ଦ୍ର ମହାନ୍ତି ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: ୬୮
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy