ଓଡ଼ିଆ ବ୍ଲଗ୍‍

ଚନ୍ଦ୍ରିକାର ଚୁଡ଼ି
ତାରିଖ : ସେପ୍ଟେମ୍ବର ୧୯, ୨୦୨୫

ମହୁଲ ଫୁଲର ଏକ ଆମୋଦକର ଗନ୍ଧ ମନଭିତରେ ଉନ୍ମାଦନା ଆଣୁଥିଲା । ଦୂରରେ ମାଦଳ ବାଜିବାର ଶୁଭୁଥିଲା । ନିକଟରେ ନହେଲେ ବି ଦୂରରେ କୌଣସି ଜୁଆଙ୍ଗ ବସ୍ତି ଥିବାର ଅନୁମାନ କରୁଥିଲେ ଯୁବକ ଜଣକ । ସକାଳେ କାଁଭାଁ କେଉଁଠି ଗୋଟିଏ ଦୁଇଟି ଜୁଆଙ୍ଗ ବସ୍ତିଥିବା କଥା ବ୍ରାହ୍ମଣୀପାଳର ଜଣେ ଗ୍ରାମବାସୀ କହିଥିଲେ । ରାତ୍ରୀର ବୟସ ଧୀରେ ଧୀରେ ବଢ଼ୁଥିଲା । ଚୋରାବତୀ ଜାଳି ନିଜର ପକେଟ୍ ଘଣ୍ଟାକୁ ଚାହିଁ ସମୟ ଦେଖିଲେ ଯୁବକ ଜଣକ ଘ ୧୦।୩୫ ମିନଟ୍ ।

 
ଲେଖକ- ରାଧାଗୋବିନ୍ଦ ପଟ୍ଟନାୟକ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll