ଓଡ଼ିଆ ବ୍ଲଗ୍‍

ଅତିବଡ଼ୀ ଜଗନ୍ନାଥ ଦାସ(ଜଗନ୍ନାଥ ଦାସଙ୍କ ବାଲ୍ୟଜୀବନ)
ତାରିଖ : ସେପ୍ଟେମ୍ବର ୨୩, ୨୦୨୫

ବିଶିଷ୍ଟ ପଣ୍ଡିତ ତଥା ପୁରାଣପଣ୍ଡା ଭଗବାନ ଦାସ ଥିଲେ ଚରିତ୍ରବାନ୍‌, ଧାର୍ମିକ ଓ ଏକାନ୍ତ ଭାବରେ ଶ୍ରୀଜଗନ୍ନାଥ ପ୍ରାଣ । ତାଙ୍କ ଧର୍ମପତ୍ନୀ ପଦ୍ମାବତୀ ଦେବୀ ମଧ୍ୟ ଅନୁରୂପ ଭାବରେ ଥିଲେ ଧାର୍ମିକା, ସ୍ୱାମୀ ଅନୁଗତା ଓ ଶ୍ରୀଜଗନ୍ନାଥପ୍ରାଣ । ଦାରିଦ୍ର‌୍ୟ ଥିଲା ଏହି ପରିବାରର ସହଚର । ଏହିଭଳି ଏକ ପରିବାରରେ ବିଭୂ କରୁଣାରୁ ଜାତ ଜଗନ୍ନାଥ ଦାସ ମାତ୍ର ଦ୍ୱାଦଶ ବର୍ଷ ବୟସ ବେଳକୁ ବେଦ, ବେଦାନ୍ତ, ବ୍ୟାକରଣ, ତଥା ପ୍ରସ୍ଥାନତ୍ରୟୀ ଗ୍ରନ୍ଥପାଠ କରି ପାଣ୍ଡିତ୍ୟ ଅର୍ଜନ କରି ସାରିଥିଲେ । ତା ସହିତ ବଂଶ ପରମ୍ପରାକୁ ଆଧାର କରି ସେ ପିଲାଟି ଦିନରୁ ପୁରାଣପାଠ କରିବା ଓ ସାଧାରଣ ବ୍ୟକ୍ତିଙ୍କୁ ଓଡ଼ିଆରେ ଅର୍ଥକରି ବୁଝାଇବାଦ୍ୱାରା ତାଙ୍କ ଜ୍ଞାନ ପରିମାର୍ଜିତ ହେବା ସହିତ ପରିବର୍ଦ୍ଧିତ ହୋଇ ଚାଲିଥିଲା 

 

ଲେଖକ-  ପ୍ରାଧ୍ୟାପକ ସୁନୀଲ ରଥ
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 13









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll