ଓଡ଼ିଆ ବ୍ଲଗ୍‍

ସିଂହକଟି
ତାରିଖ : ସେପ୍ଟେମ୍ବର ୮, ୨୦୨୫

ସଂସାରରେ କେଉଁଥିରେ ପୂର୍ଣ୍ଣତା ଅଛି ଯେ ? ସବୁ ଶୂନ୍ୟ । ସଂସାର । ମର୍ତ୍ତ୍ୟ ନାଶବାନ । ରାମଚନ୍ଦ୍ରଙ୍କ ପରି ରଜା ମରିଗଲେ, ସୀତାଙ୍କ ପରୀ ସ୍ୱାଧୀ ମଧ୍ୟ ମାଟିରେ ମିଶିଗଲେ । ଶ୍ମଶାନ ଯଦି ଯାତ୍ରାନ୍ତ, କାହିଁକି ଏତେ ଚେଷ୍ଟା, ଚେଷ୍ଟା, ଚେଷ୍ଟାରୁ ତ ଦ୍ୱନ୍ଦ୍ଵ, କାହିଁକି ବିବାହ, ଘରସଂସାର, ଆସକ୍ତି, ସେଇଥିରୁ ସିନା ହତାଶା, ଦୁଃଖ, ଜଞ୍ଜାଳ । ସବୁ ଆକାଶର ଇନ୍ଦ୍ରଧନୁ । ବିଚିତ୍ର, ସୁନ୍ଦର, ଅଥଚ କେଡ଼େ କ୍ଷଣସ୍ଥାୟୀ !

 
ଲେଖକ- ଡକ୍ଟର କୃଷ୍ଣପ୍ରସାଦ ମିଶ୍ର 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll