Odia Blog

ସିଂହକଟି
Date : September 8, 2025

ସଂସାରରେ କେଉଁଥିରେ ପୂର୍ଣ୍ଣତା ଅଛି ଯେ ? ସବୁ ଶୂନ୍ୟ । ସଂସାର । ମର୍ତ୍ତ୍ୟ ନାଶବାନ । ରାମଚନ୍ଦ୍ରଙ୍କ ପରି ରଜା ମରିଗଲେ, ସୀତାଙ୍କ ପରୀ ସ୍ୱାଧୀ ମଧ୍ୟ ମାଟିରେ ମିଶିଗଲେ । ଶ୍ମଶାନ ଯଦି ଯାତ୍ରାନ୍ତ, କାହିଁକି ଏତେ ଚେଷ୍ଟା, ଚେଷ୍ଟା, ଚେଷ୍ଟାରୁ ତ ଦ୍ୱନ୍ଦ୍ଵ, କାହିଁକି ବିବାହ, ଘରସଂସାର, ଆସକ୍ତି, ସେଇଥିରୁ ସିନା ହତାଶା, ଦୁଃଖ, ଜଞ୍ଜାଳ । ସବୁ ଆକାଶର ଇନ୍ଦ୍ରଧନୁ । ବିଚିତ୍ର, ସୁନ୍ଦର, ଅଥଚ କେଡ଼େ କ୍ଷଣସ୍ଥାୟୀ !

 
ଲେଖକ- ଡକ୍ଟର କୃଷ୍ଣପ୍ରସାଦ ମିଶ୍ର 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll