ଓଡ଼ିଆ ବ୍ଲଗ୍‍

ଦୁରନ୍ତ ଅଭିଳାଷ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଦିନ ଥିଲା, ଯେତେବେଳେ ୟୁରୋପର ଶାନ୍ତିରକ୍ଷା ଓ ଶତ୍ରୁ ଦମନ ନିମନ୍ତେ ରାଜା ନାଇଟ ସମ୍ପ୍ରଦାୟ ସୃଷ୍ଟି କରିଥିଲେ ଏବଂ ଜନସାଧାରଣ ସେମାନଙ୍କୁ ଦେବଦୂତ ପରି ସମାଦର କରୁଥିଲେ । ବାସ୍ତବିକ ବୀର ପୁଙ୍ଗବମାନେ ହିଁ ନାଇଟ ଉପାଧିରେ ଭୂଷିତ ହେଉଥିଲେ । ସେତେବେଳେ ଦେଶରେ ପୋଲିସ ନଥିଲା । ଏହି ନାଇଟମାନେ ଚାରିଆଡ଼େ ବୁଲି ବୁଲି ଦୁଷ୍ଟ ବିନାଶି ଶାନ୍ତ ଜନଙ୍କୁ ପାଳୁଥିଲେ । କିନ୍ତୁ କାଳକ୍ରମେ ଦେଶରେ ରାଜାମାନଙ୍କର ଶାସନ ପ୍ରତିଷ୍ଠିତ ହେଲା; ରାଜକର୍ମଚାରୀମାନେ ନିଯୁକ୍ତ ହେଲେ ଏବଂ ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ରାଜ ସୈନ୍ୟର ଘାଟି ବସିଲା । ନୂତନ ବ୍ୟବସ୍ଥାରେ ଶାସନକାର୍ଯ୍ୟ ସ୍ଥାୟୀ ଭାବରେ ନିର୍ବାହ ହେଲା । ସୁତରାଂ ନାଇଟ ସମ୍ପ୍ରଦାୟର ଅସ୍ତିତ୍ଵ ଆଉ ରହିଲା ନାହିଁ ।
 

ଲେଖକ-  ଲକ୍ଷ୍ମୀନାରାୟଣ ମହାନ୍ତି​
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll