ଓଡ଼ିଆ ବ୍ଲଗ୍‍

ପାଷାଣ ଦେବତା
ତାରିଖ : ସେପ୍ଟେମ୍ବର ୮, ୨୦୨୫

ମୁଁ କେତେଥର ପାଷାଣ ଦେବତା ପାଖରେ ଛିଡ଼ାହୋଇ ମୋର ଅନ୍ତର କଥା ଜଣାଇଛି । ମାତ୍ର କେବେହେଲେ ପ୍ରତିମା ମୋର କାମନା ପୂର୍ଣ୍ଣ କରିନାହାନ୍ତି । ମୋର ଆଖିଝରା ଲୁହରେ କେତେଥର ତାଙ୍କର ଚରଣ ପଖାଳିଛି କିନ୍ତୁ ପାଷାଣ ଦେବତା ମୋର ସମସ୍ତ କାକୁତିମିନତିକୁ ପାଦରେ ଠେଲିଦେଇଛନ୍ତି । ମୁଁ ତାଙ୍କୁ ରାଗରେ କେତେଥର କହିଛି...ଦେବତା...ତୁମେ ଦେବତା ନୁହେଁ...ତୁମେ ପାଷାଣ...ତୁମେ ବଧୀର...ତୁମେ ନିର୍ଜୀବ ଶିଳାଖଣ୍ଡ ମାତ୍ର...। ହେଲେ ଆଜି ବୁଝିଛି, ସେ ପାଷାଣ ଦେବତା ନୁହନ୍ତି...ସେ ଗରିବର ଦେବତା......ଭକ୍ତର ଭଗବାନ, ସେ ମୋର ବୀନତି ଶୁଣିଛନ୍ତି ।

 
ଲେଖକ- ଶ୍ରୀ ଗୋପୀନାଥ ଖଟୁଆ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll