ଓଡ଼ିଆ ବ୍ଲଗ୍‍

ମାଟିର ମଣିଷ
ତାରିଖ : ସେପ୍ଟେମ୍ବର ୨୨, ୨୦୨୫

ଧନ ସମ୍ପତ୍ତିରେ ସବୁ କିଣା ହୁଏରେ ବାପ, ପୁଣ୍ୟ କିଣା ହୁଏ ନାହିଁ । ଟଙ୍କା ଦେଇ ଟିକିଟି କିଣି କରି ବୈକୁଣ୍ଠକୁ ଯିବାର ଉପାୟ ନାହିଁ । ପୂଣ୍ୟ କିଣେ ଖାଲି ମଣିଷପଣିଆରେ ବାପ ! ଯୋଉଠି ଯେତେ ମଣିଷପଣିଆ କମ୍‌ତି, ସେଠି ପାପ ସେତିକି ବେଶି ।

 
ଲେଖକ- କାଳିନ୍ଦୀ ଚରଣ ପାଣିଗ୍ରାହୀ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୮
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll