ଧନ ସମ୍ପତ୍ତିରେ ସବୁ କିଣା ହୁଏରେ ବାପ, ପୁଣ୍ୟ କିଣା ହୁଏ ନାହିଁ । ଟଙ୍କା ଦେଇ ଟିକିଟି କିଣି କରି ବୈକୁଣ୍ଠକୁ ଯିବାର ଉପାୟ ନାହିଁ । ପୂଣ୍ୟ କିଣେ ଖାଲି ମଣିଷପଣିଆରେ ବାପ ! ଯୋଉଠି ଯେତେ ମଣିଷପଣିଆ କମ୍ତି, ସେଠି ପାପ ସେତିକି ବେଶି ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy