ଓଡ଼ିଆ ବ୍ଲଗ୍‍

ଉତ୍ତପ୍ତ ମରୁଭୂମି ବେଦୁଇନ୍ ପିଲା
ତାରିଖ : ଡିସେମ୍ବର ୩୧, ୨୦୨୫

ଗଛ ଅଗରେ ପେନ୍ଥାକୁ ପେନ୍ଥା ପାଚଲା ଖଜୁରି କୋଳି ଝୁଲୁଥାଏ । ଆଉ କିଛି କୋଳି ପକେଟରେ ପୂରାଇ ତଳକୁ ଓହ୍ଲାଇ ଆସିଲେ । କାହ୍ନୁ ଓ ଜହ୍ନମାମୁଁଙ୍କୁ ଏହି କୋଳିଗୁଡ଼ିକ ଦେଲେ । କାହ୍ନୁକୁ ଖଜୁରି କୋଳି ଭାରି ଭଲ ଲାଗିଲା । କିନ୍ତୁ ତା’ ମନରେ ଭାରି ଦୁଃଖ ହେଲା ଯେ ସେ ଖଜୁରିଗଛ ଚଢ଼ିପାରିଲା ନାହିଁ । ଘୋଡ଼ା ଚଢ଼ିବା ଓ ବର୍ଚ୍ଛା ମାରିବା ବାଳକମାନଙ୍କର ଆଉ ଗୋଟିଏ ପ୍ରିୟ ଖେଳ । ମରୁଭୂମିରେ ଅନେକ ଡକାୟତ ଦଳ ଥାଆନ୍ତି । ଅନେକ ସମୟରେ ଡକାୟତ ଦଳଙ୍କ ସାଙ୍ଗରେ ଲଢ଼ିବାକୁ ହୁଏ । ତେଣୁ ବାଳକମାନେ ପିଲାଦିନୁ ଏ ଦୁଇ ଖେଳ ଶିଖନ୍ତି ।

ଲେଖକ-  ଅଧିରାଜ ମୋହନ ସେନାପତି
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 12










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll