ଓଡ଼ିଆ ବ୍ଲଗ୍‍

ମୁଣିକାଟେ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଏମିତିଆ ଜୀବନ । ଏ ଜୀବନର ନିରବଚ୍ଛିନ୍ନ ଧାରା କିନ୍ତୁ ଦ୍ରୁତବେଗରେ ପ୍ରବାହିତ । ବଡ଼ ରସାଳ, ବଡ଼ ବିଚିତ୍ର ଏ ଜୀବନ । ଏ ଜୀବନର ଆସ୍ୱାଦନ ମଧୁର ତିକ୍ତ, ତିକ୍ତ ମଧୁର, ମିଠା ଖଟା ଓ ଖଟାମିଠାରେ ଏକବାରକେ ଭରପୂର । ଏଥିରେ ଶାନ୍ତି ନାହିଁ–ଶାନ୍ତି ମିଳେନା, ଶାନ୍ତିର ଦରକାର ନାହିଁ । ଅଶାନ୍ତି ଯେ ଜୀବନକୁ ଗତିଶୀଳ କରାଏ । ଅଶାନ୍ତି ଯେ ସଭ୍ୟତାର କାଉଁରୀକାଠି । ଶାନ୍ତି ଆସେ ବେଳେବେଳେ । ଜୀବନରେ କେତେ କ’ଣ ବିତି ଯାଇଛି । ପ୍ରତ୍ୟେକ ଜୀବନରେ ଦୁଃଖ ଆସେ । ସାହସ ଧରି ଦୁନିଆ ଆଗରେ ଠିଆ ହୋଇଗଲେ ଜୀବନରେ କାହାରି କିଛି ଅଭାବ ରହିବ ନାହିଁ ।

 
ଲେଖକ- ଗୌରଚନ୍ଦ୍ର ପତି 
ଅଧିକ ଜାଣନ୍ତୁ...









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll