Odia Blog

ମୁଣିକାଟେ
Date : September 10, 2025

ଏମିତିଆ ଜୀବନ । ଏ ଜୀବନର ନିରବଚ୍ଛିନ୍ନ ଧାରା କିନ୍ତୁ ଦ୍ରୁତବେଗରେ ପ୍ରବାହିତ । ବଡ଼ ରସାଳ, ବଡ଼ ବିଚିତ୍ର ଏ ଜୀବନ । ଏ ଜୀବନର ଆସ୍ୱାଦନ ମଧୁର ତିକ୍ତ, ତିକ୍ତ ମଧୁର, ମିଠା ଖଟା ଓ ଖଟାମିଠାରେ ଏକବାରକେ ଭରପୂର । ଏଥିରେ ଶାନ୍ତି ନାହିଁ–ଶାନ୍ତି ମିଳେନା, ଶାନ୍ତିର ଦରକାର ନାହିଁ । ଅଶାନ୍ତି ଯେ ଜୀବନକୁ ଗତିଶୀଳ କରାଏ । ଅଶାନ୍ତି ଯେ ସଭ୍ୟତାର କାଉଁରୀକାଠି । ଶାନ୍ତି ଆସେ ବେଳେବେଳେ । ଜୀବନରେ କେତେ କ’ଣ ବିତି ଯାଇଛି । ପ୍ରତ୍ୟେକ ଜୀବନରେ ଦୁଃଖ ଆସେ । ସାହସ ଧରି ଦୁନିଆ ଆଗରେ ଠିଆ ହୋଇଗଲେ ଜୀବନରେ କାହାରି କିଛି ଅଭାବ ରହିବ ନାହିଁ ।

 
ଲେଖକ- ଗୌରଚନ୍ଦ୍ର ପତି 
ଅଧିକ ଜାଣନ୍ତୁ...









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll