ଓଡ଼ିଆ ବ୍ଲଗ୍‍

ରୋହିତର ଡାଏରୀ (ଏକବିଂଶ ପର୍ବ)
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଅହଙ୍କାରୀ ଜୀବନ ହେଉଛି ବିରକ୍ତି ଜୀବନ । ଗୋଟିଏ ମଣିଷ ଭିତରେ ତାହାର ଅହଂସତ୍ତାଟି ଯେତେବେଳେ ଅତ୍ୟନ୍ତ  ଅଣଅକ୍ତିଆର ଭାବରେ ଏଣେ ତେଣେ ବିଭାଜିତ ହୋଇ ରହିଥାଏ, ସେତେବେଳେ ସିଏ ଅହଙ୍କାରୀ ହୁଏ । ସେତେବେଳେ ସେହି ଅହଂସତ୍ତା ଗୋଟିଏ ହୋଇ  ସତେଅବା ମୂଳକୁ ଫେରିଆସେ, ସେତେବେଳେ ଅଧ୍ୟାତ୍ମର ଦର୍ଶନ ହୁଏ ।

 
ଲେଖକ- ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll