Odia Blog

ରୋହିତର ଡାଏରୀ (ଏକବିଂଶ ପର୍ବ)
Date : September 8, 2025

ଅହଙ୍କାରୀ ଜୀବନ ହେଉଛି ବିରକ୍ତି ଜୀବନ । ଗୋଟିଏ ମଣିଷ ଭିତରେ ତାହାର ଅହଂସତ୍ତାଟି ଯେତେବେଳେ ଅତ୍ୟନ୍ତ  ଅଣଅକ୍ତିଆର ଭାବରେ ଏଣେ ତେଣେ ବିଭାଜିତ ହୋଇ ରହିଥାଏ, ସେତେବେଳେ ସିଏ ଅହଙ୍କାରୀ ହୁଏ । ସେତେବେଳେ ସେହି ଅହଂସତ୍ତା ଗୋଟିଏ ହୋଇ  ସତେଅବା ମୂଳକୁ ଫେରିଆସେ, ସେତେବେଳେ ଅଧ୍ୟାତ୍ମର ଦର୍ଶନ ହୁଏ ।

 
ଲେଖକ- ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll