ଓଡ଼ିଆ ବ୍ଲଗ୍‍

ସମୟର ସଦ୍‌ବ୍ୟବହାର
ତାରିଖ : ଡିସେମ୍ବର ୧୯, ୨୦୨୫

‘‘ମନୁଷ୍ୟ ସମୟର ଦାସନୁହେଁ, ସମୟ ମନୁଷ୍ୟର ଦାସ,’’ ମନୁଷ୍ୟ ଇଚ୍ଛାକଲେ ଉଦ୍ଦିଷ୍ଟ କାର୍ଯ୍ୟ ସାଧନ ସକାଶେ କଦାପି ସମୟର ଅଭାବ ହେବନାହିଁ । ବିବିଧ ଅସତ୍‌ କାର୍ଯ୍ୟସାଧନ ବେଳକୁ ସମୟର ଅଭାବ ହେଉ ନଥିବାଠାରେ ସତ୍‌କାର୍ଯ୍ୟ ବେଳକୁ ଅଭାବ ଘଟିବା ଏକାନ୍ତ ଅସମ୍ଭବ । ଇଚ୍ଛାଥିଲେ ସମୟର ଅଭାବ ହୁଏ ନାହିଁ, ଏପରି ଦୃଷ୍ଟାନ୍ତ ଜଗତରେ ବିରଳନୁହେଁ ।

ଲେଖକ- ପଣ୍ଡିତ ନୀଳମଣି ବିଦ୍ୟାରତ୍ନ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 6










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll