‘‘ମନୁଷ୍ୟ ସମୟର ଦାସନୁହେଁ, ସମୟ ମନୁଷ୍ୟର ଦାସ,’’ ମନୁଷ୍ୟ ଇଚ୍ଛାକଲେ ଉଦ୍ଦିଷ୍ଟ କାର୍ଯ୍ୟ ସାଧନ ସକାଶେ କଦାପି ସମୟର ଅଭାବ ହେବନାହିଁ । ବିବିଧ ଅସତ୍ କାର୍ଯ୍ୟସାଧନ ବେଳକୁ ସମୟର ଅଭାବ ହେଉ ନଥିବାଠାରେ ସତ୍କାର୍ଯ୍ୟ ବେଳକୁ ଅଭାବ ଘଟିବା ଏକାନ୍ତ ଅସମ୍ଭବ । ଇଚ୍ଛାଥିଲେ ସମୟର ଅଭାବ ହୁଏ ନାହିଁ, ଏପରି ଦୃଷ୍ଟାନ୍ତ ଜଗତରେ ବିରଳନୁହେଁ ।
ଲେଖକ- ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: 6
Copyright © 2026 Odia Virtual Academy. All rights reserved Total Visitors- 1
Powered by: Odia Virtual Academy