ଓଡ଼ିଆ ବ୍ଲଗ୍‍

କାଳାନ୍ତର
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ସମୟ ଓ ସଂଘର୍ଷର ପ୍ରତ୍ୟେକ ନୂତନ ପରିସ୍ଥିତିରେ ସାମାଜିକ ମୂଲ୍ୟବୋଧର ପରିବର୍ତ୍ତନ ଘଟି ନୂତନ ମୂଲ୍ୟବୋଧର ଜୀବନ–ଚେତନା ଜାଗ୍ରତ ହେବା ନିତାନ୍ତ ସ୍ଵାଭାବିକ । ଏହି ନୂତନ ପରିସ୍ଥିତିରେ ସାହିତ୍ୟର ସଂସ୍କାର ତଥା ପ୍ରେରଣାରେ ମଧ୍ୟ ପରିବର୍ତ୍ତନ ଘଟିଥାଏ । ପୁନଶ୍ଚ ସାଂପ୍ରତିକ ସମାଜରେ ଜୀବନର କ୍ରିୟା ଓ ପ୍ରକ୍ରିୟା ଅଧିକ ଗତିଶୀଳ ହେବା ଫଳରେ ସାହିତ୍ୟର ସମ୍ପୂର୍ଣ୍ଣ ସ୍ଵରୂପରେ ପରିବର୍ତ୍ତନ ପରିଲକ୍ଷିତ ହେବା ଆଦୌ ବିଚିତ୍ର ନୁହେଁ । ବସ୍ତୁତଃ ଏହି ପରିବର୍ତ୍ତନର ସ୍ୱର ଓ ସ୍ୱାକ୍ଷର କ୍ରାନ୍ତିକାରୀ ଚେତନା ବହନ କରିଥିବା ହେତୁ ‘ନୂତନ’ର ବିକାଶ ପରିବର୍ତ୍ତେ ସୃଷ୍ଟି ହୋଇଛି ଏକ ‘ସ୍ୱତନ୍ତ୍ର ଉଦ୍‌ଭାବନା’ ! ଏହି ଉଦ୍‍ଭାବନା ହିଁ ହେଉଛି : ଜୀବନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଓ ସାହିତ୍ୟ–ସୃଷ୍ଟିର ନୂତନ ଅନ୍ତଃପ୍ରେରଣା ।

ଲେଖକ-  ବୀଣାପାଣି ମହାନ୍ତି
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll