ଓଡ଼ିଆ ବ୍ଲଗ୍‍

ସମାଲୋଚନା ଓ ଦିଗ୍‍ବଳୟ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

୧୯୫୬ ମସିହାରେ, ପ୍ରଖ୍ୟାତ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର ‘ଝନ୍‍ଜା’ ଉପନ୍ୟାସକୁ ଗୋପାଳ ଛୋଟରାୟ ନାଟ୍ୟରୂପ ଦିଅନ୍ତି । ମୂଳ ଉପନ୍ୟାସର କଥାବସ୍ତୁକୁ ଅବ୍ୟାହତ ରଖି ନାଟ୍ୟକାର ଏହାକୁ ନାଟ୍ୟରୂପ ଦେଇ ଅଛନ୍ତି । କିନ୍ତୁ ନାଟ୍ୟକାର ବିଶୟବସ୍ତୁର କୌଣସି ଅଂଶକୁ ଉପେକ୍ଷା ଯେ କରିନାହାନ୍ତି ଏହା ହିଁ ତାଙ୍କ ନାଟ୍ୟ ସଫଳତାର ପରିଚାୟକ । ଘଟଣାର ଘାତ ପ୍ରତିଘାତ ମଧ୍ୟରେ ଚରିତ୍ରମାନଙ୍କ ମାନସିକ ଦ୍ୱନ୍ଦ ଅତି ବାସ୍ତବ ଭାବରେ ଚିତ୍ରିତ ହୋଇଛି । ସଂଳାପ ସ୍ଥାନେ ସ୍ଥାନେ ଅତି ଦାର୍ଘ ହେଲେ ମଧ୍ୟ କୌଣସିଠାରେ ନାଟକର ଚମତ୍କାରିତା ହରାଇ ନାହିଁ । ନାଟକୀୟ ଉତ୍କଣ୍ଠା ଅକ୍ଷୂର୍ଣ୍ଣ ରହିଛି । କ୍ଷଣପ୍ରଭାର ଚମତ୍କାର ସଂଳାପ ଆଉ କୌଣସି ନାଟକରେ ଦେଖିବାକୁ ମିଳେନାହିଁ ।
 

ଲେଖକ– ଶ୍ରୀ ପ୍ରଫୁଲ୍ଲ କୁମାର ପାଣି
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll