ଓଡ଼ିଆ ବ୍ଲଗ୍‍

ଟିକିଏ ଛାଇ କେତେ ଖରା
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଶୂନ୍ୟ ହୃଦୟ ମୋର ତୁମରି କୃପାବାରିରେ ପୂର୍ଣ୍ଣ କର ପ୍ରଭୁ ! ପ୍ରାଣର ଏ ଅସରନ୍ତି ପିପାସା ସେତିକି ପାଇ ତୃପ୍ତି ଲଭୁ । ଦେବତାଙ୍କ ପାଖରେ ସବୁ ସମର୍ପଣ କରି ନିଃସ୍ୱ ହୋଇଯିବାର ଆନନ୍ଦରେ ବିଭୋର ସେ ଆଜି । ନୟନରେ ଅଶ୍ରୁର ପ୍ଲାବନ ଓ ହୃଦୟରେ ଭାବର ପ୍ଲାବନ । ଏହି ମହାପ୍ଲାବନରେ ସେ ନିଜର ସତ୍ତା ହରେଇ ବସିଛି । ଅପୂର୍ବ ସେ ଅନୁଭୂତି ।

ଲେଖକ– ସ୍ନେହଲତା ଦାସ
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll