ଶୂନ୍ୟ ହୃଦୟ ମୋର ତୁମରି କୃପାବାରିରେ ପୂର୍ଣ୍ଣ କର ପ୍ରଭୁ ! ପ୍ରାଣର ଏ ଅସରନ୍ତି ପିପାସା ସେତିକି ପାଇ ତୃପ୍ତି ଲଭୁ । ଦେବତାଙ୍କ ପାଖରେ ସବୁ ସମର୍ପଣ କରି ନିଃସ୍ୱ ହୋଇଯିବାର ଆନନ୍ଦରେ ବିଭୋର ସେ ଆଜି । ନୟନରେ ଅଶ୍ରୁର ପ୍ଲାବନ ଓ ହୃଦୟରେ ଭାବର ପ୍ଲାବନ । ଏହି ମହାପ୍ଲାବନରେ ସେ ନିଜର ସତ୍ତା ହରେଇ ବସିଛି । ଅପୂର୍ବ ସେ ଅନୁଭୂତି ।
ଲେଖକ– ସ୍ନେହଲତା ଦାସ ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy