ଓଡ଼ିଆ ବ୍ଲଗ୍‍

ସାହିତ୍ୟ ଚାଷ
ତାରିଖ : ସେପ୍ଟେମ୍ବର ୨୦, ୨୦୨୫

କବି ବର୍ଣ୍ଣନା କଲେ—“କବିତା ଲେଖିବାର ଗୋଟିଏ ନିଶା ଦରକାର । ନିଶା ନ ହେଲେ ଭଲ କବିତା ବାହାରିବ ନାହିଁ । ଭଲ କବିତାରେ ଏହିସବୁ ଜିନିଷରୁ ଅନ୍ତତଃ କିଛି କିଛି ରହିବା ଦରକାର—ଗଭୀର ଅର୍ଥ—କବିତାଟି ପଢ଼ିଦେଲେ ଗୋଟିଏ ଉପର ଠାଉରିଆ ଅର୍ଥ ବାହାରୁଥିବ; କିନ୍ତୁ ଖୁବ୍ ଭିତରକୁ ଖୋଲି ଦେଲେ ଆଉ ଗୋଟିଏ ସୁନ୍ଦର ଅର୍ଥ ବାହାରୁଥିବ ।

 
ଲେଖକ- ଫତୁରାନନ୍ଦ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୮୫
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll