କବି ବର୍ଣ୍ଣନା କଲେ—“କବିତା ଲେଖିବାର ଗୋଟିଏ ନିଶା ଦରକାର । ନିଶା ନ ହେଲେ ଭଲ କବିତା ବାହାରିବ ନାହିଁ । ଭଲ କବିତାରେ ଏହିସବୁ ଜିନିଷରୁ ଅନ୍ତତଃ କିଛି କିଛି ରହିବା ଦରକାର—ଗଭୀର ଅର୍ଥ—କବିତାଟି ପଢ଼ିଦେଲେ ଗୋଟିଏ ଉପର ଠାଉରିଆ ଅର୍ଥ ବାହାରୁଥିବ; କିନ୍ତୁ ଖୁବ୍ ଭିତରକୁ ଖୋଲି ଦେଲେ ଆଉ ଗୋଟିଏ ସୁନ୍ଦର ଅର୍ଥ ବାହାରୁଥିବ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy