ଓଡ଼ିଆ ବ୍ଲଗ୍‍

ପ୍ରୀତିର ବଣିଜ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ମଣିଷର ଚେତନା ଭିତରକୁ ଯେତେ ଦୃଶ୍ୟ ଚାଲିଯାଏ ସେଗୁଡ଼ିକ ହଠାତ୍‌ ତାଙ୍କର ସୁବିଧା ଜାଗା ଖୋଜି ପାଆନ୍ତି ନାହିଁ । ସେମାନେ ଅପେକ୍ଷା ରଖିଥାନ୍ତି ମଣିଷର ବିଶ୍ରାମବେଳକୁ– ଡାକଘରର ଚିଠି ଯାଇ ପୁଣି ଥରେ ବଛା ବଛି ହୋଇ ନୂଆ ଥଳି ଭିତରକୁ ପଶିଲା ପରି । ଚିନ୍ତାର ଏହି ପାକୁଳି କରିବା ମଣିଷର ଦରକାର ହେଉ ନ ଥିଲେ ତାହାର ଅନୁତାପ, ପଶ୍ଚାତ୍‌–ତାପ, ଅନୁଶୋଚନା, ଦୁଃଖ ଇତ୍ୟାଦି ନ ଥାନ୍ତା । ଆଉ ସେ ସବୁବେଳେ ମତକୁ ସ୍ଥିର ରଖି ସାରୁପତ୍ରର ପାଣି ବୁନ୍ଦା ପରି ହଲଚଲ ହୁଅନ୍ତା ନାହିଁ । 

 

ଲେଖକ– ରାଜକିଶୋର ପଟ୍ଟନାୟକ
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll