ଲେଖକଙ୍କ ନାମ : ଶ୍ରୀ ଗଗନ ବିହାରୀ ବିଶ୍ଵାଳ
ମଣିଷ ଜନ୍ମ ହେଲା ବେଳେ ଉଲଗ୍ନ ହୋଇ ଜନ୍ମ ହୋଇଥାଏ । ତା’ପରେ ବସ୍ତ୍ର ପରିଧାନ କରି ଶିଖେ । ତା’ ଜୀବନରେ ଯୌବନ ଆସେ । ବାଲିଘର ଖେଳ ଛାଡ଼ି ସେ ଭାଗ୍ୟ ସହିତ ଖେଳ ଖେଳିବାକୁ ଆରମ୍ଭ କରେ । ନିଜ ପରିବାରର ମମତା ଜାଗେ ତା’ର ମନରେ । ଗୃହ ସଂସାର କରି ପିଲା କବିଲାଙ୍କ ମେଳରେ କାଳ କାଟୁଥିଲା ବେଳେ ମରଣର ଅପଦେବତାକୁ ଭେଟେ । ତା’ପରେ ସେଇ ଉଲଗ୍ନର କରାଳ ଲୀଳା ।
Page No:20
https://ova.gov.in/de/Book?bid=BuhQDTt1U1o=
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ