Odia Blog

ସଭ୍ୟତାର ରଥଚକ୍ର ତଳେ
Date : December 19, 2025

ଲେଖକଙ୍କ ନାମ : ଶ୍ରୀ ଗଗନ ବିହାରୀ ବିଶ୍ଵାଳ

ମଣିଷ ଜନ୍ମ ହେଲା ବେଳେ ଉଲଗ୍ନ ହୋଇ ଜନ୍ମ ହୋଇଥାଏ । ତା’ପରେ ବସ୍ତ୍ର ପରିଧାନ କରି ଶିଖେ । ତା’ ଜୀବନରେ ଯୌବନ ଆସେ । ବାଲିଘର ଖେଳ ଛାଡ଼ି ସେ ଭାଗ୍ୟ ସହିତ ଖେଳ ଖେଳିବାକୁ ଆରମ୍ଭ କରେ । ନିଜ ପରିବାରର ମମତା ଜାଗେ ତା’ର ମନରେ । ଗୃହ ସଂସାର କରି ପିଲା କବିଲାଙ୍କ ମେଳରେ କାଳ କାଟୁଥିଲା ବେଳେ ମରଣର ଅପଦେବତାକୁ ଭେଟେ । ତା’ପରେ ସେଇ ଉଲଗ୍ନର କରାଳ ଲୀଳା ।










Other Blogs (Total: 214)
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll