ଓଡ଼ିଆ ବ୍ଲଗ୍‍

ବାନ୍ଧବୀ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଅନେକ ଅନୁବାଦକକୁ ସହଜ କାମ ବୋଲି ଭାବିଥାନ୍ତି । କେବଳ ଶବ୍ଦରେ ଅର୍ଥ ଜାଣିଲେ, ବାକ୍ୟର ଅନ୍ୱୟ ଜାଣିଲେ ଅନୁବାଦ ହେବନାହିଁ । ପୁଣି ଯଥାର୍ଥ ଅନୁବାଦ ଓ ସୁନ୍ଦର ଅନୁବାଦ ଭିତରେ ମଧ୍ୟ ପାର୍ଥକ୍ୟ ଅଛି । କଥାରେ ଅଛି, ଯାହା ଯଥାର୍ଥ ଅନୁବାଦ ତାହା କ୍ୱଚିତ୍ ସୁନ୍ଦର ଓ ଯାହା ସୁନ୍ଦର ଅନୁବାଦ ତାହା କ୍ଵଚିତ୍ ଯଥାର୍ଥ । ଅନୁବାଦକ କେବଳ ଦୁଇ ଭାଷାରେ ପ୍ରବୀଣ ହେଲେ ହେବନାହିଁ; ଦୁଇ ସଂସ୍କୃତିର ମଧ୍ୟ ସେ ରସଗ୍ରାହୀ ହେବା ପ୍ରୟୋଜନ । ନୋହିଲେ ଗୋଟିଏ ସମାଜର ଚଳଣିକୁ ଠିକ୍‌ ଭାବରେ ବୁଝି ଅନ୍ୟସମାଜର ପାଠକଙ୍କୁ ବୁଝାଇବା ତାଙ୍କ ପକ୍ଷରେ ସହଜ କଥା ହେବନାହିଁ । ସେଥିପାଇଁ ବିଜ୍ଞାନର ଅନୁବାଦ ଅପେକ୍ଷା ସାହିତ୍ୟର ଅନୁବାଦ ସାଧାରଣତଃ କଠିନ ହୋଇଥାଏ ।

 
ଲେଖକ- ଶ୍ରୀ ପ୍ରସନ୍ନ କୁମାର ରଥ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll