ଓଡ଼ିଆ ବ୍ଲଗ୍‍

ଆମ ପରିବେଶ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଆଜିକାଲି ବହୁ ପ୍ରକାର ପ୍ଲାଷ୍ଟିକ୍‍ ଓ ଜରିର ବ୍ୟବହାର ହେଲାଣି । ଏଗୁଡ଼ିକ ନଷ୍ଟ ହୋଇଗଲେ ଆମେ ଏଣେତେଣେ ଫୋପାଡ଼ି ଦେଉଛୁ । କିନ୍ତୁ ଅନ୍ୟାନ୍ୟ ଅଳିଆ ଆବର୍ଜନା ଭଳି ପ୍ଲାଷ୍ଟିକ୍‍ ବା ଜରି ପଚିଶଢ଼ି ନଷ୍ଟ ହୋଇଯାଏ ନାହିଁ । ଫଳରେ ଏହା ପରିବେଶ ପ୍ରତି ବିପଦ ସୃଷ୍ଟି କରେ । ଗୋଟାଏ ହିସାବରୁ ଜଣାପଡ଼ିଛି ଯେ ପୃଥିବୀରେ ମନୁଷ୍ୟମାନେ ପ୍ରତିଦିନ ଯେତେ ଆବର୍ଜନା ଫିଙ୍ଗି ଦେଉଛନ୍ତି, ସେ ସବୁକୁ ଯଦି ଏକତ୍ର କରାଯାଏ ତାହା ହିମାଳୟ ପର୍ବତ ଭଳି ଉଚ୍ଚ ହେବ । ଭାବିଲ ଦେଖି, ଏହା ପରିବେଶ ପ୍ରତି କି ଘୋର ବିପଦ ।

 
ଲେଖକ-  କହ୍ନାଇ ଚରଣ ସ୍ୱାଇଁ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll