Odia Blog

ଆମ ପରିବେଶ
Date : September 8, 2025

ଆଜିକାଲି ବହୁ ପ୍ରକାର ପ୍ଲାଷ୍ଟିକ୍‍ ଓ ଜରିର ବ୍ୟବହାର ହେଲାଣି । ଏଗୁଡ଼ିକ ନଷ୍ଟ ହୋଇଗଲେ ଆମେ ଏଣେତେଣେ ଫୋପାଡ଼ି ଦେଉଛୁ । କିନ୍ତୁ ଅନ୍ୟାନ୍ୟ ଅଳିଆ ଆବର୍ଜନା ଭଳି ପ୍ଲାଷ୍ଟିକ୍‍ ବା ଜରି ପଚିଶଢ଼ି ନଷ୍ଟ ହୋଇଯାଏ ନାହିଁ । ଫଳରେ ଏହା ପରିବେଶ ପ୍ରତି ବିପଦ ସୃଷ୍ଟି କରେ । ଗୋଟାଏ ହିସାବରୁ ଜଣାପଡ଼ିଛି ଯେ ପୃଥିବୀରେ ମନୁଷ୍ୟମାନେ ପ୍ରତିଦିନ ଯେତେ ଆବର୍ଜନା ଫିଙ୍ଗି ଦେଉଛନ୍ତି, ସେ ସବୁକୁ ଯଦି ଏକତ୍ର କରାଯାଏ ତାହା ହିମାଳୟ ପର୍ବତ ଭଳି ଉଚ୍ଚ ହେବ । ଭାବିଲ ଦେଖି, ଏହା ପରିବେଶ ପ୍ରତି କି ଘୋର ବିପଦ ।

 
ଲେଖକ-  କହ୍ନାଇ ଚରଣ ସ୍ୱାଇଁ 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll