ଓଡ଼ିଆ ବ୍ଲଗ୍‍

ଅତି ଗୋପନୀୟ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ସଂସାରକୁ ମୁଁ ହାଡ଼େ ହାଡ଼େ ଚିହ୍ନିଛି । କେହି କାହାର ଦୁଃଖ ଦୂର କରିବାକୁ ଆଗ୍ରହୀ ନୁହଁନ୍ତି । ଅନ୍ୟ ଘରର ଦୂର୍ବଳତାର ଖବର ଶୁଣିବାକୁ ବନ୍ଧୁରୂପରେ ଆଗରେ ଉଭା ଶତ୍ରୁମାନେ ଉତ୍କର୍ଣ୍ଣ । ମୁଣ୍ଡହଲାଇ ଚୁ ଚୁ କରି ଦୁଇଚାରିଟା ଆହା, ଉହୁ ତୁଣ୍ଡରୁ ଖସାଇ, ପରର ଗୁମର ମୁଣ୍ଡରେ ସାଇତି ସେମାନେ ଛୁ’ କରନ୍ତି । ଭବିଷ୍ୟତରେ ଉଘେଇବାର ଆସେଟ୍ ପାଖରେ ରଖିବାର ସୁଯୋଗ ପାଇ ସେହ ଚାଇଁଦଳ ଭାରି ଖୁସି । ମୋତେ ଏହା ଭଲକରି ଜଣା ଆଜ୍ଞା ! ତେଣୁ ମୁଁ ସବୁବେଳେ ଚୁପ୍‌ଚାପ୍‍ । 

ଲେଖକ–  କାହ୍ନୁଚରଣ ମହାନ୍ତି
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll