ଓଡ଼ିଆ ବ୍ଲଗ୍‍

ଓଡ଼ିଶାର ସାହିତ୍ୟ,ସଂସ୍କୃତି ଓ ଧର୍ମଧାରା
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଭାଷା ହେଉଛି ଭାବର ବାହାକ । ଯାହାର ଭାଷା ଯେତିକି ବଳିଷ୍ଠ ସେ ଜାତି ସେତିକି ଉନ୍ନତ । ଦୁହେଁ ଅଭିନ୍ନଭାବ ସମ୍ବନ୍ଧରେ ଆବଦ୍ଧ । ଭାଷା ନଥିଲେ ଜାତି କିମ୍ବା ଜାତି ନଥିଲେ ଭାଷାର ସ୍ଥିତି ସମ୍ଭବ ନୁହେଁ । ଏକା ମଣିଷ ନୁହେଁ ପଶୁ,ପକ୍ଷୀଜାତିର ବି ଭାଷା ରହିଛି । ହୁଏ ତ ତାହା ଶବ୍ଦ ବା ଧ୍ୱନି ଯାହାକିଛି ହୋଇପାରେ । ଯାହାହେଲେ ବି ଭାବବ୍ୟଞ୍ଜକ ଧ୍ୱନି ରୂପେ ହିଁ ତାହାର ବ୍ୟବହାର । ସବୁ ପ୍ରାଣୀ ମଧ୍ୟରେ ମନୁଷ୍ୟର ଭାଷା ସର୍ବାଧିକ ଉନ୍ନତ । ତାହା ମଣିଷ ଭାବନାର ଶବ୍ଦବ୍ରହ୍ମ ରୂପ ।

 
ଲେଖକ- ଡକ୍ଟର ବେଣୀମାଧବ ପାଢ଼ୀ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll